Sunday, February 21, 2021

ତୁ ଉଡ଼ କହିଲେ ଉଡ଼ିବି

(ଚୁଇଁ ପାଇଁ)

ଶୈଲେନ ରାଉତରାୟ 

କେରଳର ଏରାଭିକୁଳମ୍ ଜାତୀୟ ଉଦ୍ୟାନରେ ଏକ ପରିତ୍ୟକ୍ତ ମହୁମାଛି ଛତା
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ତୁ ରହିଯା କହିଲେ ଥିବି,
ଉଡ଼ କହିଲେ, ଉଡ଼ିବି
 
ମୋ ଡେଣାରେ
ତୋ ଦେହର ସୁନୀଳ ଉତ୍ତାପର ଚୁମ୍ବନର ଛୁଆଁ;
ପାଦ ତଳର ପାଣିରେ
ଜଳୁଥିବା ପୃଥିବୀର ଶେଷ କୁମୁଦିନୀର ନିଆଁ
 
ତୁ ଉଡ଼ କହିଲେ ଉଡ଼ିବି
ରହିଯା କହିଲେ, ଥିବି

14 comments:

  1. ଭଲ ହେଇଛି କବିତାଟି ।

    ReplyDelete
  2. Kam sabda bhitare chamtkar abhivyakti...tu ud kahile..udi jibi.. dhanyabad kabi

    ReplyDelete
    Replies
    1. ଧନ୍ୟବାଦ ଭାଇ । ମୋତେ ବେଶୀ ଲମ୍ବା କବିତା ଲେଖି ଆସେନି । ଅବଶ୍ୟ ମୋତେ କବିତା ହିଁ ଲେଖି ଆାସେ କି ନାଇଁ ତା' ଆଉ ଏକ ପ୍ରଶ୍ନ ।

      Delete
  3. ଭାଈ ଭଲ ଲାଗିଲା...

    ReplyDelete
  4. Replies
    1. ଭାଇ ପ୍ରଣାମ । ଆପଣ ମୋର ଜଣେ ପ୍ରିୟ କବି । ଏଣୁ ଆପଣଙ୍କର ଏଇ ମତାମତର ମୂଲ୍ୟ ମୋ ପାଇଁ ବହୁତ ବେଶି । ଧନ୍ୟବାଦ ।

      Delete
  5. ମଂଜିରୂପୀ କବିତା
    ଅଳ୍ପ ଶବ୍ଦ ଖର୍ଚ କରି
    କହୁଛି ବହୁତ କଥୀ

    ReplyDelete
    Replies
    1. ବାଃ ! କବିତାର ଉତ୍ତରରେ କବିତା । ଧନ୍ୟବାଦ ।

      Delete
  6. Replies
    1. ଧନ୍ୟବାଦ ସାର୍ । ପ୍ରଣାମ ।

      Delete

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....