ତୁ ଉଡ଼ କହିଲେ ଉଡ଼ିବି
(ଚୁଇଁ ପାଇଁ)
ଶୈଲେନ ରାଉତରାୟ
କେରଳର ଏରାଭିକୁଳମ୍ ଜାତୀୟ ଉଦ୍ୟାନରେ ଏକ ପରିତ୍ୟକ୍ତ ମହୁମାଛି ଛତା ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ତୁ ରହିଯା କହିଲେ ଥିବି,
ଉଡ଼ କହିଲେ, ଉଡ଼ିବି ।
ଉଡ଼ କହିଲେ, ଉଡ଼ିବି ।
ତୋ ଦେହର ସୁନୀଳ ଉତ୍ତାପର ଚୁମ୍ବନର ଛୁଆଁ;
ପାଦ ତଳର ପାଣିରେ
ଜଳୁଥିବା ପୃଥିବୀର ଶେଷ କୁମୁଦିନୀର ନିଆଁ ।
ରହିଯା କହିଲେ, ଥିବି ।
ଭଲ ହେଇଛି କବିତାଟି ।
ReplyDeleteଧନ୍ୟବାଦ ।
DeleteKam sabda bhitare chamtkar abhivyakti...tu ud kahile..udi jibi.. dhanyabad kabi
ReplyDeleteଧନ୍ୟବାଦ ଭାଇ । ମୋତେ ବେଶୀ ଲମ୍ବା କବିତା ଲେଖି ଆସେନି । ଅବଶ୍ୟ ମୋତେ କବିତା ହିଁ ଲେଖି ଆାସେ କି ନାଇଁ ତା' ଆଉ ଏକ ପ୍ରଶ୍ନ ।
Deleteଭାଈ ଭଲ ଲାଗିଲା...
ReplyDeleteଧନ୍ୟବାଦ ଆଶୁ ।
Deleteଚମତ୍କାର
ReplyDeleteଭାଇ ପ୍ରଣାମ । ଆପଣ ମୋର ଜଣେ ପ୍ରିୟ କବି । ଏଣୁ ଆପଣଙ୍କର ଏଇ ମତାମତର ମୂଲ୍ୟ ମୋ ପାଇଁ ବହୁତ ବେଶି । ଧନ୍ୟବାଦ ।
Deleteମଂଜିରୂପୀ କବିତା
ReplyDeleteଅଳ୍ପ ଶବ୍ଦ ଖର୍ଚ କରି
କହୁଛି ବହୁତ କଥୀ
ବାଃ ! କବିତାର ଉତ୍ତରରେ କବିତା । ଧନ୍ୟବାଦ ।
DeleteFabulous..
ReplyDeleteThanks!
DeleteBah! Khoob soondar kalpanara karookarjya.
ReplyDeleteଧନ୍ୟବାଦ ସାର୍ । ପ୍ରଣାମ ।
Delete